ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ : ମାଲକାନଗିରି-ଛତିଶଗଡରେ ବହୁ ହିଂସା ଘଟଣା ସହ ସଂପୃକ୍ତ

ମାଲକାନଗିରି: ଆଗକୁ ସହିଦ ସପ୍ତାହ ଥିବା ବେଳେ ମାଲକାନଗିରିରେ ଏବେ ଠାରୁ ମାଓବାଦୀମାନେ ସକ୍ରିୟ ହେବାକୁ ଲାଗିଲେଣି। ତେବେ ମାଲକାନଗିରି ପୁଲିସ ସୀମାକୁ ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ଶକ୍ତ ନଜର ରଖିଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଜଣେ ହାର୍ଡକୋର ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ନୀତିଶ ଵାଧବାନୀଙ୍କ ନିର୍ଦେଶକ୍ରମେ … Continue reading ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ : ମାଲକାନଗିରି-ଛତିଶଗଡରେ ବହୁ ହିଂସା ଘଟଣା ସହ ସଂପୃକ୍ତ